You are here
Home > English lyrics > Muskil hai jeena, Odia-Lyrics-from the Film-Ajab-Sanju-ra-gajab-love

Muskil hai jeena, Odia-Lyrics-from the Film-Ajab-Sanju-ra-gajab-love

Movie Credits: Banner- Sai Shradha Teleproductions Pvt LTD Director- Ashok Pati Producer- Bini samal, Nihar samal Lyrics- Basant Raj Samal, Subrat Swain Music- Prem Anand D.o.p- Sitansu Mohapatra. Editor- Sukumar Mani Choreography- Sudhakar Basant

Ajab Sanjura Gajab Love is a Oriya movie released on 01 jan, 2019. The movie is directed by Ashok Pati and featured Babushan Mohanty, Archita as lead characters Produser Nihar Samal & bini Samal
Music Prem Anand, Dialogue ranjeet Pattnaik Dop, Sitanshu Mohapatra
Editor Sukumar Mani Mushkil Hai Jeena-odia-Lyrics-Ajab Sanjura Gajab Love-Babushan, Diptirekha


Presenting the first song Lyrics “muskil hai jeena” from the Odia Movie ajab Sanju ra gajab love, The movie features Babushan,archita,
Babushan Diptirekha.

Odia Lyrics

ଓଠ ତୋର ମଧୁ ଶାଳା  ମିଠା ମିଠା ମହୁ ଝରା
ମହୁ ବିନା ପ୍ରଜାପତି ରହି’ ପାରେନା ……….
ମୁସ୍କିଲ୍ ହେ ଜୀନା ” ତେରେ ବିନା ମୁସ୍କିଲ୍ ହେ ଜୀନା
ମୁସ୍କିଲ୍ ହେ ଜୀନା ତେରେ ବିନା ମୁସ୍କିଲ୍ ହେ ଜୀନା

ଆଖି ତୋର ସପ୍ନ ଝରା ଟୋପା ଟୋପା ଜହ୍ନ ତାର
ଜହ୍ନ ବିନା ରାତି ଜମା ସୋଇ ପାରେନା ………
ମୁସ୍କିଲ୍ ହେ ଜୀନା ତେରେ ବିନା ମୁସ୍କିଲ୍ ହେ ଜୀନା
ମୁସ୍କିଲ୍ ହେ ଜୀନା ତେରେ ବିନା ମୁସ୍କିଲ୍ ହେ ଜୀନା

ମୁସ୍କିଲ୍ ହେ ଜୀନା ତେରେ ବିନା ମୁସ୍କିଲ୍ ହେ ଜୀନା
ମୁସ୍କିଲ୍ ହେ ଜୀନା ତେରେ ବିନା ମୁସ୍କିଲ୍ ହେ ଜୀନା

ପ୍ରଥମ ଦେଖାରୁ ତୁ
ଯୁଆଡ଼େ ଯାଉଛି ମୁଁ
ରେଶମି ସୂତାରେ ମୋତେ ଧୀରେ ଧୀର ପାଖକୁ ଟାଣୁଛୁ ତୁ
ପ୍ରଥମ ଚୀହାଁରୁ ତୁ
ଆନମନା ଭାରି ମୁଁ
ଅଜଣାରେ କେବେ ଆସିଯାଉ ଯେବେ ଚମକି ପଡୁଛି ମୁଁ
ଚାହାଁଣୀରେ ହୀରା ମୋତି
ଚାହିଁ ଚାହିଁ ସରେ ରାତି
ମୋତି ବିନା ସାମୁକାତ …ରହି ପାରେନା
ମୁସ୍କିଲ୍ ହେ ଜୀନା ତେରେ ବିନା ମୁସ୍କିଲ୍ ହେ ଜୀନା
ମୁସ୍କିଲ୍ ହେ ଜୀନା ତେରେ ବିନା ମୁସ୍କିଲ୍ ହେ ଜୀନା

ମୁସ୍କିଲ୍ ହେ ଜୀନା ତେରେ ବିନା ମୁସ୍କିଲ୍ ହେ ଜୀନା
ମୁସ୍କିଲ୍ ହେ ଜୀନା ତେରେ ବିନା ମୁସ୍କିଲ୍ ହେ ଜୀନା

ହୋ ….ହୋ ….ହୋ ….

ପ୍ରଥମ ଛୁଆଁରୁ ତୁ ପ୍ରେମରେ ଭିଯୁଛି ମୁଁ
ସଞ୍ଜ କି ସକାଳ ଭାବନାରେ ତୋର ବତୁରି ଯାଉଛି ମୁଁ
ନିଜର ଲାଗୁଛୁ ତୁ
ନିଶ୍ଵାସ ରେ ଅଛୁ ତୁ
ତୋରି ଭିତରେ ତୋ ଚାରି ପାଖରେ ଅଟକି ଯାଉଛି ମୁଁ
ପ୍ରେମ ତୋର ଛିଟା ଛିଟା
ଲାଗେ ଭାରି ମିଠାମିଠା
ପ୍ରେମ ବିନା ପ୍ରଥିବୀଟା ରହି ପାରେନା ……
ମୁସ୍କିଲ୍ ହେ ଜୀନା ତେରେ ବିନା ମୁସ୍କିଲ୍ ହେ ଜୀନା
ମୁସ୍କିଲ୍ ହେ ଜୀନା ତେରେ ବିନା ମୁସ୍କିଲ୍ ହେ ଜୀନା

ମୁସ୍କିଲ୍ ହେ ଜୀନା ତେରେ ବିନା ମୁସ୍କିଲ୍ ହେ ଜୀନା
ମୁସ୍କିଲ୍ ହେ ଜୀନା ତେରେ ବିନା ମୁସ୍କିଲ୍ ହେ ଜୀନା

Song Credits: ♪ Singers- Babushan & Diptirekha ♪ Lyrics- Subrat Swain ♪ Music- Prem Anand

 


Otha Tora madhusala
mitha mitha mahu jhara
mahu Bina prajapati….rahiparena

muskil hai jeena
Tere bin muskil hai jeena

muskil hai jeena
Tere bin muskil hai jeena

muskil hai jeena odia song

 

2 thoughts on “Muskil hai jeena, Odia-Lyrics-from the Film-Ajab-Sanju-ra-gajab-love

Leave a Reply

This site uses Akismet to reduce spam. Learn how your comment data is processed.

Top
error: Content is protected !!