You are here
Home > English lyrics > Ye Loveship, odia lyrics, Chal Tike Dusta Heba, Swayam Padhi, Ananya Nanda

Ye Loveship, odia lyrics, Chal Tike Dusta Heba, Swayam Padhi, Ananya Nanda

Chal Tike Dusta Heba

Movie Credits: Banner- Tarang Cine Productions
Director- Tapas Sargharia
Producer – Manoranjan Sarangi
Creative Head- Ranjan Satapathy
Executive Producer- Debidutta Mohanty
Line Producer- Pradyumna Lenka
Publicity Head- Tribhuban Panda
Distribution Head- Manoj Mishra
Story- Dasratha Singh
Screen play – Tapas Sargharia, Debidutta Mohanty
Dialogue Writer- Sanjay Mahakul, Debidutta Mohanty

♪ Singers- Swayam Padhi, Ananya Nanda
♪ Lyrics- Debidutta Mohanty

♪ Music- Bibhuti Bhusan Gadanayak


Odia Lyrics

ଗୋଟେ ପେନ୍ସିଲ ଭାଙ୍ଗି ଦୁହେଁ ଲେଖିବା ଥିଲା ଫ୍ରେଣ୍ଡ ସିଂପି
ଗୋଟେ ଚକ୍ଲେଟ୍ କୁ Share କରି ଖାଇବା ଥିଲା ଫ୍ରେଣ୍ଡ ସିଂପି

ଗୋଟେ ପେନ୍ସିଲ ଭାଙ୍ଗି ଦୁହେଁ ଲେଖିବା ଥିଲା ଫ୍ରେଣ୍ଡ ସିଂପି
ଗୋଟେ ଚକ୍ଲେଟ୍ କୁ Share କରି ଖାଇବା ଥିଲା ଫ୍ରେଣ୍ଡ ସିଂପି

ପ୍ରଥମ ଥର ମୁଁ ଆଜି ‘ ତୋ ” ଓଠୁ ଗଲିରେ ବୁଝି ..
ଫ୍ରେଣ୍ଡ ସିଂପି ଟିକେ ବଢ଼ିଗଲେ ହେଇ ଯାଏ ଲଭ୍ ସିପ୍
ଏ…ଲଭ୍ ସିପ୍..ଲଭ୍ ସିପ୍
ଏ…ଲଭ୍ ସିପ୍..ଲଭ୍ ସିପ୍
ଏ…ଲଭ୍ ସିପ୍..ଲଭ୍ ସିପ୍
ଏ…ଲଭ୍ ସିପ୍..ଲଭ୍ ସିପ୍

ମୋ ସାଙ୍ଗରେ ସାଥି ହୋଇ School ଯିବୁ ବୋଲି
ତୋ ସାଇକେଲ କୁ କରିଥିଲି ଲିକ୍
ହଁ ତୋପାଖରେ ପାଖା ପାଖି
ବସିବାକୁ ଡେ଼ଲି ମୁଁ କରୁ ଥିଲି କେତେ କେତେ ଟ୍ରିକ୍
ଗୋଟେ ଭୁଲ୍ କରି ସାଙ୍ଗ ହୋଇ ଲୁଚିବା ଥିଲା ଫ୍ରେଣ୍ଡ ସିଂପି
ଗୋଟେ ଜୀତ୍ ପାଈଁ ସାଙ୍ଗ ହୋଇ ଲଢ଼ିବା ଥିଲା ଫ୍ରେଣ୍ଡ ସିଂପି
ପ୍ରଥମ ଥର ମୁଁ ଆଜି କେମିତି ଗଲିରେ ବୁଝି
ଫ୍ରେଣ୍ଡ ସିଂପି ଟିକେ ବଢ଼ିଗଲେ ହେଇ ଯାଏ ଲଭ୍ ସିପ୍

ଏ…ଲଭ୍ ସିପ୍..ଲଭ୍ ସିପ୍
ଏ…ଲଭ୍ ସିପ୍..ଲଭ୍ ସିପ୍
ଏ…ଲଭ୍ ସିପ୍..ଲଭ୍ ସିପ୍
ଏ…ଲଭ୍ ସିପ୍..ଲଭ୍ ସିପ୍

ତତେ ଯଦି ଦୁଷ୍ଟ ବୋଲି ” କହେ କେବେ କିଏ ….
ସେଦିନଟା ସାରା ମୋ ମୁଡ଼ off

ଦୁଷ୍ଟ ବୋଲି ଜାଣିଲେବି” ଦିନେ ହେଲେ ମୋତେ
କହି ନିଁତୁ କେବେ କଥା ପଦେ ରୋୖଘ
ଗୋଟେ book ଥରେ ଅଧା ଅଧା ପଡ଼ିବା ଥିଲା ଫ୍ରେଣ୍ଡ ସିଂପି
ଗୋଟେ feelings ଅଧା ଅଧା ବାଣ୍ଟିବା” ଥିଲା ଫ୍ରେଣ୍ଡ ସିଂପି
ପ୍ରଥମ ଥର ମୁଁ ଆଜି ‘ ତୋ ” ଓଠୁ ଗଲିରେ ବୁଝି …..
ଫ୍ରେଣ୍ଡ ସିଂପି ଟିକେ ବଢ଼ିଗଲେ ହେଇ ଯାଏ ଲଭ୍ ସିପ୍
ଏ…ଲଭ୍ ସିପ୍..ଲଭ୍ ସିପ୍
ଏ…ଲଭ୍ ସିପ୍..ଲଭ୍ ସିପ୍
ଏ…ଲଭ୍ ସିପ୍..ଲଭ୍ ସିପ୍
ଏ…ଲଭ୍ ସିପ୍..ଲଭ୍ ସିପ୍
ଏ…ଲଭ୍ ସିପ୍..ଲଭ୍ ସିପ୍

 

One thought on “Ye Loveship, odia lyrics, Chal Tike Dusta Heba, Swayam Padhi, Ananya Nanda

Leave a Reply

This site uses Akismet to reduce spam. Learn how your comment data is processed.

Top
error: Content is protected !!