You are here
Home > Odia lyrics > Aa lagei De Daga-odia-Lyrics- Ajab Sanjura Gajab Love-Humane Sagar-Diptirekha

Aa lagei De Daga-odia-Lyrics- Ajab Sanjura Gajab Love-Humane Sagar-Diptirekha

Aa lagei De Daga-Singers- Humane Sagar & Diptirekha
♪ Lyrics- Basant Raj samal ♪ Music- Prem Anand
Banner- Sai Shradha Teleproductions Pvt LTD
Director- Ashok PatiProducer- Bini samal, Nihar samal

 


Odia Lyrics

ତୋତେ ପ୍ରେମ ରୋଗ ମୋତେ ପ୍ରେମ ରୋଗ
ଆ ଠାରୁ ନାହିଁ ଆଉ ବଡ଼ ଭାଗ୍ୟ
ଏ ରୋମାଂଟିକ୍ ରୋମାଂଟିକ୍ ପାଗ ..
ଆ ଲଗେଇଦେ” ଲଗେଇଦେ.. ଦାଗ
ଆ ଲଗେଇଦେ” ଲଗେଇଦେ…ଦାଗ
ଆ ଲଗେଇଦେ” ଲଗେଇଦେ… ଦାଗ

ଆ ଲଗେଇଦେ” ଲଗେଇଦେ…ଦାଗ
ତୋ ଆଖି ମୋ ଆଖି ” ମିଶି ଗଲେ ଯାଏ ଲାଖି
କିଛି କିଛି ହେଇ ଯାଏ ଛାତିରେ
ତୋ ମନ ମୋମନ ନିଶା ନିଶା ସାରା ଦିନ
ତୋ ସପ୍ନ ମୋଆଖିରେ ସବୁ ରାତିରେ
ତୋତେ ନାହିଁ ନିଦ ମୋତେ ନାହିଁ ନିଦ
ବୟସ ପାଈଁ ତ ଏବଡ଼ ବିପଦ
ଏ ରୋମାଂଟିକ୍ ରୋମାଂଟିକ୍ ପାଗ ..
ଆ ଲଗେଇଦେ” ଲଗେଇଦେ.. ଦାଗ
ଆ ଲଗେଇଦେ” ଲଗେଇଦେ.. ଦାଗ
ଆ ଲଗେଇଦେ” ଲଗେଇଦେ.. ଦାଗ
ଆ ଲଗେଇଦେ” ଲଗେଇଦେ.. ଦାଗ
ତୁ ଅଛୁ.. ମୁଁ ଅଛି ଲାଗେ ଅଛି.. ସବୁ କିଛି
ମିଠା ମିଠା ଭାରି ମିଠା ଲାଗେ ଜୀବନ
ତୋତେ ଯେବେ ଦେଖେ ନାହିଁ ଲାଗେ ନାଇଁ ନିଜ ଛାଇ
ତୁ ଥିଲେ ଦିନରେ ବି ଦିଶେ ସପନ
ତୋର ଯୋଉ ବାଟ ମୋର ସେଇ ବାଟ
ଯୁଆଡ଼ କୁ ଗଲେ ହେଇ ଯାଏ ଭେଟ
ଏ ରୋମାଂଟିକ୍ ରୋମାଂଟିକ୍ ପାଗ ..
ଆ ଲଗେଇଦେ” ଲଗେଇଦେ.. ଦାଗ
ଆ ଲଗେଇଦେ” ଲଗେଇଦେ…ଦାଗ
ଆ ଲଗେଇଦେ” ଲଗେଇଦେ… ଦାଗ

ଆ ଲଗେଇଦେ” ଲଗେଇଦେ… ଦାଗ

 

Singers- Humane Sagar & Diptirekha
♪ Lyrics- Basant Raj samal ♪ Music- Prem Anand
Banner- Sai Shradha Teleproductions Pvt LTD
Director- Ashok PatiProducer- Bini samal, Nihar samal

 

 

One thought on “Aa lagei De Daga-odia-Lyrics- Ajab Sanjura Gajab Love-Humane Sagar-Diptirekha

Leave a Reply

This site uses Akismet to reduce spam. Learn how your comment data is processed.

Top
error: Content is protected !!