
Film : Love Express (A Film by Sidharth Music & Sidharth TV)
Releasing this Year (28th December 2018)
Starring – Swaraj & Sunmeera
ଦେଇ ଗୋଟେ ଗେଂଡୁ ଫୁଲଲୋ…ଟୋକା, ପାଇଗଲା ମତେ ଭଲଲୋ…
Song : Dei Gote Gendu Phula
Singer : Mantu Chhuria, Arpita Choudhury
Lyrics : Arun Mantri
Music : Baidyanath Dash
Music Arranger : Jaga JD
Choreographer :
Dialogue : Dr.Nirmal Nayak
VFX & Graphics : Binay Sutar
DOP : Pratap Rout
Co Director & Editor : Rajesh Dash
Director : Ramesh Rout
~Song Lyric~
ମଲା, ଦେଇ ଗୋଟେ ଗେଂଡୁ ଫୁଲଲୋ
ଟୋକା, ପାଇଗଲା ମତେ ଭଲଲୋ….
ମଲା, ଦେଇ ଗୋଟେ ଗେଂଡୁ ଫୁଲଲୋ
ଟୋକା, ପାଇଗଲା ମତେ ଭଲଲୋ….
କୋଉ, ଯନ୍ତ୍ରର ମନ୍ତ୍ରର କଲାଲୋ
ମୋର, ଅନ୍ତର ତରଳି ଗଲାଲୋ
ତା’ ର ନଟଖଟ ଗୁଣ, କଲା ଛଟ ପଟ ପ୍ରାଣ
ହେଲା, କଲିଜା ମୋ ହଲ ଚଲ ଲୋ…
ହାଏ ଦେଇ ଗୋଟେ ଗେଂଡୁ ଫୁଲଲୋ
ଟୋକା, ପାଇଗଲା ତୋତେ ଭଲଲୋ….
କି, ଯନ୍ତ୍ରର ମନ୍ତ୍ରର କଲାଲୋ
ମୋର, ଅନ୍ତର ତରଳି ଗଲାଲୋ
ତା’ ର ନଟଖଟ ଗୁଣ, କଲା ଛଟ ପଟ ପ୍ରାଣ
ହେଲା, କଲିଜା ମୋ ହଲ ଚଲ ଲୋ…
ମଲା, ଗୋଟେ ଗେଂଡୁ ଫୁଲଲୋ
ଟୋକା, ପାଇଗଲା ମତେ ଭଲଲୋ….
ବେବି ଭାରି ବିଉଟି, ଥିଲା ହାଏ କୋଉଠି
ଚୁଇମୁଇ ଭାରି ଚଗଲୀ
ଟୋକା ରଂଗ ରଂଗୀଲା, ଟେକାଟାଏ ମାଇଲା
ପାଣିପରି ଗଲି ଚହଲି
ବେବି ଭାରି ବିଉଟି, ଥିଲା ହାଏ କୋଉଠି
ଚୁଇମୁଇ ଭାରି ଚଗଲୀ
ଟୋକା ରଂଗ ରଂଗୀଲା, ଟେକାଟାଏ ମାଇଲା
ପାଣିପରି ଗଲି ଚହଲି
ସିଏ ଯେବେ ଦେଲା ହସି
ଦିଲ୍ ହେଲା ପରଦେଶୀ
ତା’ର,କୁତୁ କୁତୁ ପ୍ରେମ
ଜାଳେ,ହୁତୁହୁତୁ ମନ
ହେଲି,ରାତିସାରା କଲବଲଲୋ…
ହାଏ ଦେ ଗୋଟେ ଗେଂଡୁ ଫୁଲଲୋ
ଟୋକା, ପାଇଗଲା ମତେ ଭଲଲୋ….
ମିଃତ୍ୱରେ ମିଃତ୍ୱରେ ତୁ ଆଯା ମେରୀ ଦ୍ୱରେ ଖଡ଼ି ତେରେ ସ୍ୱଗତ ମେଁ …ସ୍ୱଗତ ମେଁ (2)
ନିଦରେ ମୋ ସପନ ସପନରେ ସେଇଁଆ
ସେଇଁଆ ମୋ’ ଦିଲ୍ ନେଲାରେ
ଦିଲ୍ ହେଲା ଦିଓ୍ବାନା, ବୋଲ ଜମା ମାନେନା
କିଛି କିଛି feel ହେଲାରେ
ନିଦରେ ମୋ ସପନ ସପନରେ ସେଇଁଆ
ସେଇଁଆ ମୋ’ ଦିଲ୍ ନେଲାରେ
ଦିଲ୍ ହେଲା ଦିଓ୍ବାନା, ବୋଲ ଜମା ମାନେନା
କିଛି କିଛି feel ହେଲାରେ
ଗଲାଗଡି ଲଭ୍ ଗାଡି
ଭାବେ ତାକୁ ହର୍ ଘଡି
ତା’ ର, ଟଣା ଟଣା ଆଖି
କଲା, ବାଟବଣା ଡାକି
ଦେଲା, ଗାଲରେ ମୋ ଗୋଟେ ଗେଲଲୋ…
ମଲା, ଦେଇ ଗୋଟେ ଗେଂଡୁ ଫୁଲଲୋ
ଟୋକା, ପାଇଗଲା ମତେ ଭଲଲୋ……..
Song Mixing : Sitaram Agrawalla & Swapnajit Sabath Producer : Sitaram Agrawalls & Namita Agrawalla Banner & Music Lable : Sidharth Music,Sidharth TV Song Dub At : Sidharth Studio Song Dub By : Muna & Bubu