You are here
Home > Odia lyrics > Ishq Sufiana lyrics Prema Pain Mahabharata Humane Sagar & Jagruti Mishra

Ishq Sufiana lyrics Prema Pain Mahabharata Humane Sagar & Jagruti Mishra

Ishq Sufiana” is one of the most romantic tracks of the movie Prema Pain Mahabharata. This movie has starring Sambit & Riya in lead roles.
Banner- Acharya Entertainment
Director- Niranjan Behera
Producer- Pradipta Prakash Acharya
Lyrics- Nirmal Nayak, Bapu Goswami
Music- Abhijit Majumdar
Story- Chhabita Martha
Editor- Ranjan Khatei
Choreography – Amit Nayak


♪ Singers- Humane Sagar , Jagruti Mishra
♪ Lyrics- Bapu Goswami
♪ Music- Abhijit Majumdar

ହେ ..ହେ …ହେ ..ନାଁ ….ନାଁ …ନାଁ
ତୋ ସୂରମାଇଂ ଆଖିରେ ହୂରଦ୍ୱୟ ଭିତରେ
ସାଏରୀ ଲେଖିଲୁ ଏକି କହନା
ହୋଲେ ହୋଲେ ହେଇ ଗଲା ନୁଆଁ ତାରନା ..
ସୁଫିଆନା ଇସ୍କ ସୁଫିଆନା ..

ତୋ ସୂରମାଇଂ ଆଖିରେ ହୂରଦ୍ୱୟ ଭିତରେ
ସାଏରୀ ଲେଖିଲୁ ଏକି କହନା
ହୋଲେ ହୋଲେ ହେଇଗଲା ନୁଆଁ ତାରନା ..
ସୁଫିଆନା ଇସ୍କ ସୁଫିଆନା ..
ହେଲିରେ ଯୋଗିଆ ମୋ ପ୍ରେମରେ ପଡ଼ି
ମନ ସାରା ଖେଳେ ତୋ ଖୁସୀ ଲହରୀ
ତୁ ଏକି ଯାଦୁ କରିଦେଲୁ କହନା ……..

ହୋଲେ ହୋଲେ ହେଇଗଲା ନୁଆଁ ତାରନା ..
ସୁଫିଆନା ଇସ୍କ ସୁଫିଆନା ..

ଏମିତିକା’ ବାସ୍ନା ତୁ ଛୁଇଲାପରେ
ଭିତରେ ମହକେ ମୁଁ ଲାଜରେ ମରେ
ସବୁ ଋତୁ ଲାଗେ ପ୍ରେମର ଫଲ୍ଗୁନୀ ..
ହେନା ହେନା ବାସୁଛି ” ମୁଁ ଧୀରେ ଧୀରେ
ଏମିତିକା’ ବାସ୍ନା ତୁ ଛୁଇଲାପରେ
ଭିତରେ ମହକେ ମୁଁ ଲାଜରେ ମରେ
ସବୁ ଋତୁ ଲାଗେ ପ୍ରେମର ଫଲ୍ଗୁନୀ ..
ହେନା ହେନା ବାସୁଛି ” ମୁଁ ଧୀରେ ଧୀରେ ..
ଏମୀତୀ ମହୁରେ ତୁ ଫେଣ୍ଟିଲୁ ମୋତେ
ସବୁ କଥା ଲାଗେ ହାଏ ଗୀତଟି ସତେ
ଆରେ ଏକି ସୁର ଶୁଣେଇଲୁ କହନା

ହୋଲେ ହୋଲେ ହେଇଗଲା ନୁଆଁ ତାରନା ..
ସୁଫିଆନା ଇସ୍କ ଛୁଆଁ ..

ରଙ୍ଗୋଲି କରିଛୁ ତୁ ମନରେ ତୋର
ଆଇନା ଦେଖୁଛି ମୁଁ ହଜାରେ ଥର
ଅଲିଅଳି ଏଇ ପୀରତିର ମନ
ମାନୁ ନାଇଁ ମୋର ସେଇ”’କାହିଁକି ମୋର

ରଙ୍ଗୋଲି କରିଛୁ ତୁ ମନରେ ତୋର
ଆଇନା ଦେଖୁଛି ମୁଁ ହଜାରେ ଥର
ଅଲିଅଳି ଏଇ ପୀରତିର ମନ
ମାନୁ ନାଇଁ ମୋର ସେଇ”’କାହିଁକି ମୋର
ହଁ ..ନିଦୁଆ ନିଦୁଆ ଲାଗୁଛି ମନ
ଦିନରେ ଦେଖୁଛି ମୁଁ ହଜାରେ ସ୍ୱପ୍ନ
ହାଏ ଏକି ଛୁଆଁ ଛୁଇ ଦେଲୁ କହନା
ହୋଲେ ହୋଲେ ହେଇଗଲା ନୁଆଁ ତାରନା ..
ସୁଫିଆନା ଇସ୍କ ଛୁଆଁ .. ସୁଫିଆନା ଇସ୍କ ଛୁଆଁ ..
ସୁଫିଆନା ଇସ୍କ ଛୁଆଁ ..
ସୁଫିଆନା ଇସ୍କ ଛୁଆଁ ..

Director- Niranjan Behera
Producer- Pradipta Prakash Acharya

Lyrics 2: ତୋପାଖରେ ହୀରା ନୀଳା ଲାଗେ ନାହିଁ ବେଶୀ ମୁଲ

Leave a Reply

This site uses Akismet to reduce spam. Learn how your comment data is processed.

Top
error: Content is protected !!