You are here
Home > Odia lyrics > Mana Khali Tate Chanhe odia movie Lyrics starring Sambit Acharya & Ankita Das

Mana Khali Tate Chanhe odia movie Lyrics starring Sambit Acharya & Ankita Das

Song Credits: ♪

Singers- Humane Sagar, Prangyan ♪

Lyrics- Nirmal Nayak ♪

Music- Abhijit Majumdar

Movie Credits: Banner- RK Movies Director/Screen Play- Nimai Ojha Producer- Kanhei Meher Lyrics- Dr.Nirmal Nayak, Arun Mantri Music- Abhijit Majumdar Story- Kailash Sahu Dialogue – Tushar Ghosh Camera – Chita Biswal


Odia Lyrics

Singers- Humane Sagar, Prangyan

ନାଁ ….ନାଁ ….ନାଁ

ବିନାମେଘରେ ମୁଁ କାଇଁ ଭିଜେ
ତୋତେ କାଇଁ ଏତେ ଖୋଜେ
ଏକି ଅନୁଭୂତି ପ୍ରେମର …….
ବିନା ଫଗୁଣରେ ରଙ୍ଗ ଉଡ଼େ
ତୋକଥା ମନେପଡ଼େ
ଖୋଜେ ତୋତେ ପଲକମୋର
ହଁ ଯୁଆଡ଼େ ମୁଁ ଯାଏ ତୋର ମୁହଁ ଦିସି ଯାଏ ……..
ମନ ଖାଲୀ ତୋତେ ଚାହେଁ …….
ମନ ଖାଲୀ ତୋତେ ଚାହେଁ …….
ମନ ଖାଲୀ ତୋତେ ଚାହେଁ …….
ମନ ଖାଲୀ ତୋତେ ଚାହେଁ …….
ହୋ ଭଲଲାଗେ ଲୁଚି ଲୁଚି
ତୋତେ ଟିକେ ଦେଖିବା
ଦେଖାହେଲେ ତୋ ସାଥିରେ
ମନକଥା ଗପିବା …….
ହୋ.. ଅଳ୍ପ ଅଳ୍ପ ଦେଖା ଚାହାଁ
ଯେବେଠାରୁ ହେଇଛି
ବେଶି ବେଶି ତୋକଥା ଏକା ବସି ଭାବୁଛି
ତୁ ଭାବନାର ରାଜହଂସୀ
ଏଇ ମୋ ଜୀବନେ ଆସି ଛାଟିତଳେ କଲୁଯେ ଘର …..
ହଁ ତୋ ନାଁରେ ଏବେ ମୋର ରାତି ପାଇ ଯାଏ …………
ମନ ଖାଲୀ ତୋତେ ଚାହେଁ …….
ମନ ଖାଲୀ ତୋତେ ଚାହେଁ …….
ମନ ଖାଲୀ ତୋତେ ଚାହେଁ …….
ମନ ଖାଲୀ ତୋତେ ଚାହେଁ …….
ହଁ କେମିତୀ ଆଣିଦେଲୁ ସଜ ଫୁଲ ଋତୁଟେ
ମିଠା ମିଠା ମହକରେ ଦୀନ ମୋର ଚହଟେ …
ହୋ ..ତୁ ଆଉ ପ୍ରେମତୋର
ଆଜି ମୋର ଜୀବନ
ଗୋଟେ ଦୀନ ଶହେ ଥର ଦେଖ ତୋର ସପନ ……
ତୁମୋ ସପନର ଯାଦୁ ଗର ଚୋରି କଲୁ ନିଦ ମୋର
କଲୁ ମୋତେ ଏତେ ନିଜର ……..
ହଁ …ମୋପାଇଁକି ଦୁନିଆଁକୁ
ଆସିଛୁତୁ ହାଏ ………..
ମନ ଖାଲୀ ତୋତେ ଚାହେଁ …….
ମନ ଖାଲୀ ତୋତେ ଚାହେଁ …….
ମନ ଖାଲୀ ତୋତେ ଚାହେଁ …….
ମନ ଖାଲୀ ତୋତେ ଚାହେଁ …….
ଚାହେଁ …….ଚାହେଁ …….ଚାହେଁ …….ଚାହେଁ …….

Leave a Reply

This site uses Akismet to reduce spam. Learn how your comment data is processed.

Top
error: Content is protected !!