You are here
Home > Odia Lyrics List > Akhire Akhi ମିସେଇଦେଇ ସପନ କଲୁ ଚୋରୀ Odia lyrics Song by Udit Narayan and Ananya Sritam Nanda

Akhire Akhi ମିସେଇଦେଇ ସପନ କଲୁ ଚୋରୀ Odia lyrics Song by Udit Narayan and Ananya Sritam Nanda

Song – Akhire Akhi ( To Pain Galire Mari New Odia Romantic Song

Singer – Udit Narayan & Ananya Nanda

Movie – O Sanam O Sanam

Lyrics – Subrat Swain

Music – Japani

Arranger – Jaga JD

Drum & Rhythm – Ajay Palak


Odia Lyrics

ହୋ …ହୋ …….. ନାଁ …..ନାଁ …
ଆଖିରେ ଆଖି ମିସେଇଦେଇ
ଆଖିରେ ଆଖି ମିସେଇଦେଇ ସପନ କଲୁ ଚୋରୀ ……
ଧାଁ ” ତୋପାଇଁ ଗଲୀରେ ଗଲୀ ମରୀ ..ମରୀ ..ମରୀ ..ମରୀ ..
ତୋପାଇଁ ଗଲୀରେ ଗଲୀ ମରୀ ..ମରୀ ..ମରୀ ..ମରୀ ..

ପହିଲି ଛୁଆଁ କଲା କିନୀଆଁ ..
ହୋ .. ପହିଲି ଛୁଆଁ କଲା କିନୀଆଁ କଲିଜା ଦେଲା ଚିରୀ ….
ଧାଁ ” ତୋପାଇଁ ଗଲୀରେ ଗଲୀ ମରୀ ..ମରୀ ..ମରୀ ..ମରୀ ..
ତୋପାଇଁ ଗଲୀରେ ଗଲୀ ମରୀ ..ମରୀ ..ମରୀ ..ମରୀ ..ମରୀ .

ସିଲି ସିଲି ଝିଲିମିଲି ସୁନେଲି ରୂପେଲି ..
ତୋପାଇଁ ମୋ ଦୁନିଆଁ ରଙ୍ଗୋଲି ରଙ୍ଗୋଲି
ହୋ .. ମତୁଆଲି ମଖମଲି ଚଗଲି ଚଗଲି …
ତୋପାଇଁ ଛାଟିତଳେ ଦିୱାଲୀ ଦିୱାଲୀ..
ପାଦରେ ପାଦ ମିଶେଇ ଦେଲୁ ..
ପାଦରେ ପାଦ ମିଶେଇ ଦେଲୁ ବାଟ ମୋ ଗଲା ସରି
ଧାଁ ” ତୋପାଇଁ ଗଲୀରେ ଗଲୀ ମରୀ ..ମରୀ ..ମରୀ ..ମରୀ ..

ଛୁମା ଛୁମା ମନ ତୋର ମହୁଲି ମହୁଲି …
ମନତଳେ ଗୋଟେଇଲା ପ୍ରେମର ହାବେଳୀ ..
ନିଶା ନିଶା ଆଖି ତୋର ନହୁଲି ନହୁଲି
ନଖରାମି ଶିଖାଇଲା ନିଶାରେ ଝୁମିଲି ..
ହାତରେ ହାତ ଧରି ତୁ ନେଲୁ ..
ହାତରେ ହାତ ଧରି ତୁ ନେଲୁ ଲାଜରେ ଗଲି ସରି ..
ଧାଁ ” ତୋପାଇଁ ଗଲୀରେ ଗଲୀ ମରୀ ..ମରୀ ..ମରୀ ..ମରୀ ..
ତୋପାଇଁ ଗଲୀରେ ଗଲୀ ମରୀ ..ମରୀ ..ମରୀ ..ମରୀ ..
ତୋପାଇଁ ଗଲୀରେ ଗଲୀ ମରୀ ..ମରୀ ..ମରୀ ..ମରୀ ..
ତୋପାଇଁ ଗଲୀରେ ଗଲୀ ମରୀ ..ମରୀ ..ମରୀ ..ମରୀ ..
ତୋପାଇଁ ଗଲୀରେ ଗଲୀ ମରୀ ..ମରୀ ..ମରୀ ..ମରୀ ..

Singer – Udit Narayan & Ananya Nanda

Leave a Reply

This site uses Akismet to reduce spam. Learn how your comment data is processed.

Top
error: Content is protected !!