You are here
Home > Odia Lyrics List > Tu jemiti Bhangi Delu Mo Hrudaya Lyrics Humane sagar

Tu jemiti Bhangi Delu Mo Hrudaya Lyrics Humane sagar

Song : Bhanga Hrudya( Studio Version)
Singer : Human Sagar
Lyrics : Nilu


Odia Lyrics

Singer : Human Sagar

ତୁ ଯେମିତି ଭାଙ୍ଗି ଦେଲୁ ମୋ ହ୍ରୁଦୟ
ତୁ ସେମିତି ଭାଙ୍ଗି ଯିବୁ ……
ତୁ ଯେମିତି ଜାଳିଦେଲୁ ମୋ ମନ କୁ ..
ତୁ ସେମିତି ଜଳି ଯିବୁ ………
ତୁ ଯେମିତି ଭାଙ୍ଗି ଦେଲୁ ମୋ ହ୍ରୁଦୟ …..
ତୁ ସେମିତି ଭାଙ୍ଗି ଯିବୁ
ତୁ ଯେମିତି ଜାଳିଦେଲୁ ମୋ ମନ କୁ ..
ତୁ ସେମିତି ଜଳି ଯିବୁ ……
ଓ ପ୍ରିୟା ରେ ଜଳେ ନିଆଁ ରେ
ଓ ପ୍ରିୟା ରେ ଜଳେନିଆଁ ରେ
ତୋ ପାଇଁ ଆଜି ମୁଁ ………

ମୁଁ ଯେମିତି କୁଆଁରା ରହିଗଲି
ତୁ ସେମିତି କୁଆଁରି ରହିଯିବୁ….
ମୁଁ ଯେମିତି କୁଆଁରା ରହିଗଲି
ତୁ ସେମିତି କୁଆଁରି ରହିଯିବୁ…….

ଜାଣି ମୁଁ ନଥିଲି ପ୍ରେମ ର ମାନେ …
ଏ ମିତିକା ହବ ବୋଲି ….
ତୋ ସାଥିରେ ମୁଁ ବାଟ ଚାଲୁ ଚାଲୁ
ବାଟ ବଣା ହେବି ବୋଲି ………
କିଦିନ କି ରାତି …
କି ଖରା କି ତାତି …
ସବୁ ଥିରେ ତୋ ସ୍ମୃତି ……
କେମିତି ଭୁଲିବି ପ୍ରିୟା ତୁ କହଲୋ …
ତୋର ସେଇ ପ୍ରତୀ ଶ୍ରୁତି ……
ଓ ରେ ପ୍ରିୟାରେ ଭୁଲି ଗଲୁରେ
ଓ ରେ ପ୍ରିୟାରେ ଭୁଲି ଗଲୁରେ
ବଞ୍ଚି ପାରୁନି ମୁଁ …….

ମୁଁ ଯେମିତି କୁଆଁରା ରହିଗଲି
ତୁ ସେମିତି କୁଆଁରି ରହିଯିବୁ……
ମୁଁ ଯେମିତି କୁଆଁରା ରହିଗଲି
ତୁ ସେମିତି କୁଆଁରି ରହିଯିବୁ……

ମନ ରାଇଜରେ ଗଢ଼ି ଥିଲି ଘର ..
ପ୍ରିୟା ତୁ ରହିବୁ ବୋଲି
ବାଲି ଘର ପରି ମନ ତୁ ଭାଙ୍ଗୀଲୁ ….
ହସ ନାହିଁ ଲୁହ ଖାଲୀ ……..
ହୋ ଗୋଲାପି ଓଠ ରେ ଥିଲା ତୋର ବିଷ
ମୁଁ ଜାଣି ପାରିଲିନି …
ବିଶ୍ୱାସ ଭାଙ୍ଗି ତୁ ସ୍ୱାର୍ଥ ପର …
ତତେ କେବେ ଭୁଲିବିନି …

ଓ ପ୍ରିୟା ରେ ତୋ ପାଇଁ ରେ
ଓ ପ୍ରିୟା ରେ ତୋ ପାଇଁ ରେ
ଯାଜା ବର ହେଲି ମୁଁ ……..
ମୁଁ ଯେମିତି କୁଆଁରା ରହିଗଲି
ତୁ ସେମିତି କୁଆଁରି ରହିଯିବୁ….
ମୁଁ ଯେମିତି କୁଆଁରା ରହିଗଲି
ତୁ ସେମିତି କୁଆଁରି ରହିଯିବୁ….
ମୁଁ ଯେମିତି କୁଆଁରା ରହିଗଲି
ତୁ ସେମିତି କୁଆଁରି ରହିଯିବୁ….
ଓ …………………..


Full Lyrics : Oooooo oooooo oooooooooo

Tu jemiti Bhangi Delu Mo Hrudaya……..

Tu Semiti Bhangi jibu……..

Tu jemiti Jalidelu mo mana Ku………..

Tu semiti Jali jibu……

Tu jemiti Bhangi Delu Mo Hrudaya

Tu Semiti Bhangi jibu

Tu jemiti Jalidelu mo mana Ku…….

Tu semiti Jali jibu……..

O priya Re Jale Nian re………

O priya Re Jale Nian re………..

To pain aaji mun………

Mun jemiti kunara Rahigali………..

Tu Semiti Kunari Rahijibu……….

Mun jemiti kunara Rahigali………..

Tu Semiti Kunari Rahijibu………

Jani mun Nathili Prema ra Mane……….

Emit ka haba boli………

To Sathire Mun Bata Chalu Chalu Bata Bana Hebi Boli………

Ki Dina ki Rati………

Ki khara Ki Tati……..

Sabu Thire To Smruti……

Kemiti Bhulibi Priya Tu Kaha Lo………

Tora Sei PratiShruti……

O priya re Bhuligalu Re……..

Banchi Paruni Mun……..

Mun Jemiti Kunara Rahigali……..

Tu Semiti Kunari Rahijibu……..

Mana Raijare Gadhithili Ghara…….

Priya Tu Rahibu Boli…….

Bali Ghara Pari Mana Tu Bhangilu ……..

Hasa Nahin Luha Khali…….

Hoo Golapi Otha Re Thila Tora Bisa…..

Mun jani Parilini……..

Biswasa Bhangi Tu Helu Swartha Para…..

Tate kebe bhulibini……

O Priya Re To Pian Re…….

Jaja Bara Heli Mun……

Mun jemiti kunara Rahigali………

Tu Semiti Kunari Rahijibu……..

Mun jemiti kunara Rahigali…….

Tu Semiti Kunari Rahijibu……..

Mun jemiti kunara Rahigali……

Tu Semiti Kunari Rahijibu……

Oooooo oooooo oooooo ooooooo

 

 

ଭଲ ଲାଗିଲୁ ବୋଲି ଦେଲି ହୃଦୟ , ମତେ ଭୁଲିଯାଇ ନେଲୁ ତୁ ବିଦାୟ ।। ମୋ ଭଲ ପାଇବାରେ କଲୁ ମିଛ ଅଭିନୟ , ତୁ ଭଲ ପାଇବା କେବେ ହେବ ନାହିଁ ବିଜୟ ।। ମତେ ଖାଲି ଜାଳୁଛୁ ନୀତି ସପନରେ , କାହିଁକି ଆସିଲୁ ତ ମୋ ଭାବନାରେ।। ମୋ ପ୍ରେମ ଥିଲା ତୋ ପାଇଁ ଖେଳନା , ମୁଁ ଆଉ ତୁ ପ୍ରେମରେ ହେବିନି ଦିୱାନା ।।

Leave a Reply

This site uses Akismet to reduce spam. Learn how your comment data is processed.

Top
error: Content is protected !!