You are here
Home > Odia lyrics > Arua Chaula Duba lyrics Ashutosh Mohanty

Arua Chaula Duba lyrics Ashutosh Mohanty

Song Credits:
♪ Singers- Ashutosh Mohanty,
♪ Lyrics- Debesh Kumar
♪ Music Director- JN Padma
♪ Production – Odia Express


Lyrics in odia

ଟିକ୍ ଟକ୍ ତମେ ଯୋଉ style ମାରୁଛ
whatsapp ତମେ ଯୋଉ ରୋଲ କରୁଛ …..
ଯେତେ ଷ୍ଟଲେ ମାରିଲେ ଯେତେ ରୋଲ କରିଲେ
ପାଟି କଣ ମିଳିବ ……..
ଅରୁଆ ଚାଉଳ ଦୁବ ….ଅରୁଆ ଚାଉଳ ଦୁବ ….
କୋଉ ଟୋକିର ଦମ ଅଛି ମୋତେ ପଟେଇ ଦବ
ଆରେ ”’କୋଉ ଟୋକିର ଦମ ଅଛି ମୋତେ ପଟେଇ ଦବ
କୋଉ ଟୋକିର ଦମ ଅଛି ମୋତେ ପଟେଇ ଦବ
ଉପରକୁ ସାଧା ସିଧା ଭିତରେ ତମେ ସବୁ ଫୁଲ୍ଲ ଅଳିଆ ..
ଉପରକୁ ସାଧା ସିଧା ଭିତରେ ତମେ ସବୁ ଫୁଲ୍ଲ ଅଳିଆ ..
କାଚ କେନ୍ଦୁ ଗୋରା ଦେହ ମନଟା ମିଲନ ଢ଼ାବା ଶୁଖୁଆ ପୋଡ଼ା
ଯେତେ ମେକପ୍ ନେଲେ ଯେତେ ଫେଶନ କଲେ ଜମା ହେବନି ଲାଭ

ଅରୁଆ ଚାଉଳ ଦୁବ ….ଅରୁଆ ଚାଉଳ ଦୁବ ….
କୋଉ ଟୋକିର ଦମ ଅଛି ମୋତେ ପଟେଇ ଦବ
ଆରେ ”’କୋଉ ଟୋକିର ଦମ ଅଛି ମୋତେ ପଟେଇ ଦବ
କୋଉ ଟୋକିର ଦମ ଅଛି ମୋତେ ପଟେଇ ଦବ
ବିଛୁ ଆତି ତୁମ ଗୁଣ ଶୁଖିଲାର ଆମେ ନବୁନି କିଳା
ବିଛୁ ଆତି ତୁମ ଗୁଣ ଶୁଖିଲାର ଆମେ ନବୁନି କିଳା
ନାଗୁଣୀକୁ କ୍ଷୀର ଦେଇ ଚୋଟ ଖାଇବାକୁ ଚାଁହୁନୁ ଜମା
ଯେତେ ପେଁନ କରିଲେ ଯେତେ ଚାନ୍ସ ମାରିଲେ
ଯେତେ ପେଁନ କରିଲେ ଯେତେ ଚାନ୍ସ ମାରିଲେ
ଆମେ ଦବୁନି ଭାବ
ଅରୁଆ ଚାଉଳ ଦୁବ ….ଅରୁଆ ଚାଉଳ ଦୁବ ….
କୋଉ ଟୋକିର ଦମ ଅଛି ମୋତେ ପଟେଇ ଦବ
ଆରେ ”’କୋଉ ଟୋକିର ଦମ ଅଛି ମୋତେ ପଟେଇ ଦବ
କୋଉ ଟୋକିର ଦମ ଅଛି ମୋତେ ପଟେଇ ଦବ……

Singers- Ashutosh Mohanty,
♪ Music Director- JN Padma

 

Leave a Reply

This site uses Akismet to reduce spam. Learn how your comment data is processed.

Top
error: Content is protected !!