You are here
Home > Odia lyrics > Batabana Aji Jouthi lyrics Film “Biju Babu” Anubhav,Supriya

Batabana Aji Jouthi lyrics Film “Biju Babu” Anubhav,Supriya

Song : Batabana Aji Jouthi
Film : Biju Babu
Singer : Humane Sagar,Ananya Sritam Nanda
Lyrics : Subrat Swain
Music : Prem Anand
Starring : Anubhav,Supriya
Director : Debiprasad Lenka,Vishal Mourya


Odia lyrics form the movie BIju Babu

ବାଟବଣା ଆଜି ଯୋଉଠି … ତୋ ମନ ଠିକଣା ସେଇଠି..
ଲାଗୁଚି ଏ ବାଟ ଶେଷ ହବ ଏଇଠି …..
ତୁ ଯୋଉଠି ହଁ …ତୁ ଯୋଉଠି
ତୁ ଯୋଉଠି ହୋ.. ଯୋଉଠି
ଆନ ମନା ଆଖି ଯୋଉଠି ……..
ତୋ ଆଖି ଆଇନା ସେଇଠି……
ଲାଗୁଚି ଏ ଆଖି ଲାଖିଯିବ ସେଇଠି
ତୁ ଯୋଉଠି ହଁ …ତୁ ଯୋଉଠି
ତୁ ଯୋଉଠି ହୋ.. ଯୋଉଠି …
ତୋ ପାଦ ଦୁଇଟି ମୋମନ ଦରଜା ଛୁଇ ଲା ପରେ ..
ଘରସାରା ପ୍ରଜାପତି ..ପ୍ରଜାପତି ପ୍ରଜାପତି…ପ୍ରଜାପତି.
ତୋ ଆଖିର ନିଦ ମୋଆଖି ଦୁଆର ଡ଼େଇଲା ପରେ
ସବୁରାତି ଜହ୍ନ ରାତି …. ଜହ୍ନରାତି
ଚିହାଁ ଚିହାଁ ଲାଗେ ଯୋଉଠି ..
ମନ ଚୋରୀ ହୁଏ ସେଇଠି …
ଲାଗୁଚି ଏ ମନ ହଜିଯିବ ଏଇଠି …
ତୁ ଯୋଉଠି ହଁ …ତୁ ଯୋଉଠି
ତୁ ଯୋଉଠି ହୋ.. ଯୋଉଠି
ତୋ ଫୁଲ ଚେହେରା ମୋ ଛାତି ରେ ଛବି
ଆଙ୍କିଲା ପରେ ମହୂ ଝରେ ସବୁରାତି ….ସବୁରାତି…ସବୁରାତି….
ତୋ ପୁଲ ପାଖୁଡ଼ା ମୋ ପାଦରେ ରଙ୍ଗ
ମାଖିଲା ପରେ ବାଟ ସାରା ହୀରା ମୋତି …..ହୀରା ମୋତି
ଆନ ମନା ରାତି ଯୋଉଠି …..
ଚୂନା ଚୂନାସ୍ୱପ୍ନ ସେଇଠି ..
ଲାଗୁଛି ଏ ସ୍ୱପ୍ନ ମାରିଦବ ଏଇଠି
ତୁ ଯୋଉଠି ହଁ …ତୁ ଯୋଉଠି
ତୁ ଯୋଉଠି ହୋ.. ଯୋଉଠି
ତୁ ଯୋଉଠି ହଁ …ତୁ ଯୋଉଠି
ତୁ ଯୋଉଠି ହୋ.. ଯୋଉଠି
……………………….

Singer : Humane Sagar,Ananya Sritam Nanda
Lyrics : Subrat Swain
Music : Prem Anand

2 thoughts on “Batabana Aji Jouthi lyrics Film “Biju Babu” Anubhav,Supriya

Leave a Reply

This site uses Akismet to reduce spam. Learn how your comment data is processed.

Top
error: Content is protected !!