You are here
Home > Odia lyrics > Dhim Taana lyrics Champion Archita Arpita Choudhuri

Dhim Taana lyrics Champion Archita Arpita Choudhuri

Dhim Taana lyrics Champion

♪ Singers- Arpita Choudhuri
♪ Lyrics- Dr Nirmal Nayak
♪ Music- Baidyanath Dash


odia lyrics

ଫୁଲ ଚଗଲି ଚଗଲି ହୁଏ ଝରଣା କଗଲି
ଗାଏ ସବୁଠି ଖୁସିର ଲଗନ
ମାଟି ରଙ୍ଗୋଲି ରଙ୍ଗୋଲି ଦିଶେ ମହୁଲି ମହୁଲି
ବାଜେ ନହୁଲୀ ନହୁଲୀ ପବନ ……
ଫୁଲ ଚଗଲି ଚଗଲି ହୁଏ ଝରଣା କଗଲି
ଗାଏ ସବୁଠି ଖୁସିର ଲଗନ
ମାଟି ରଙ୍ଗୋଲି ରଙ୍ଗୋଲି ଦିଶେ ମହୁଲି ମହୁଲି
ବାଜେ ନହୁଲୀ ନହୁଲୀ ପବନ ……
ଆକାସଟା ଲାଗେ ସତେ ରୁପା ଆଇନା …
ଧିମିତାନା …ଧିମିତାନା …ଧିମିତାନା …ନାଁ …..
ଆଜି ଝୁମି ଝୁମିନାଚେ ମୋ ମନ ମଇନା
ଧିମିତାନା …ଧିମିତାନା …ଧିମିତାନା …ନାଁ …..
ଆଜି ଝୁମି ଝୁମିନାଚେ ମୋ ମନ ମଇନା
……………
ଏଇ ଦୁନିଆଁ ଲାଗୁଛି ନୁଆଁ
ଏଇ ମନ ସାଜେ ଆଜି ସୁନା କନିଆଁ
ଟିକେ ଚାଲୁଚି ଟିକେ ଜୁନ୍ତୁଚି
ମୋ ଦେହରେ ପ୍ରଜାପତି ଲେଖି ଦିଏ ନାଁ
ଦୀନ ଫଗୁଣ ଫଗୁଣ ଦିଶେ ବଉଳ ବଉଳ ବାସେ
ମାଟିଲାଗେ ମୋଟୀ ଅଗଣା
ରାଜି ସୁନେଲି ସୁନେଲି ଲାଗେ ସ୍ୱପନେ ଅଳସ ଭାଙ୍ଗେ
ଉଡ଼ିବାକୁ ଖୋଜୁଚି ଡେଣା
କୁଆଡ଼େ ମୁ ଉଡିଯିବି ..
ଜାଣି ପାରେନା
ଧିମିତାନା …ଧିମିତାନା …ଧିମିତାନା …ନାଁ …..
ଆଜି ଝୁମି ଝୁମିନାଚେ ମୋ ମନ ମଇନା

Banner –Dongyue Entertainment
Story/ Screenplay/Direction – K. Murli Krishna
Music Director – Baidyanath Dash
Lyrics – Dr Nirmal Nayak, Arun Mantri, Bapu Goswami,Saranarabinda
Producer- N. Gangadhar Reddy, P.Deepti Rani

 

Leave a Reply

This site uses Akismet to reduce spam. Learn how your comment data is processed.

Top
error: Content is protected !!