You are here
Home > Odia lyrics > Hai Re Galini Mari lyrics Humane Sagar & Diptirekha Padhi Biju Babu

Hai Re Galini Mari lyrics Humane Sagar & Diptirekha Padhi Biju Babu

Hai Re Galini Mari lyrics ହାଏ ରେ ହାଏ ମୁଁ ଗଲିଣି ମରି ….

Singer-Humane Sagar & Diptirekha Padhi
Lyrics- Subrat Swain
Singer-Humane Sagar & Diptirekha Padhi


odia-Lyrics

ତୁ ମୋତେ କିଛି କହିନୁ …ମୁଁ ତତେ କିଛି କହିନୀ ..
ତୁ ମୋତେ ଭଲ ଲାଗିଲୁ ମୁଁ ତତେ ଭଲ ଲାଗିଲି …
ଏଇ ଭଲ ଲାଗୀବାଟା ବୋଧେ ମୋତେ ମାରି ସାରି ଲାଣି ଅଧେ
ଛୁଇଁ ଦେ ତୁ ନିଶ୍ବସ ମୋ ଆସିବ ଫେରୀ ……
ହାଏ ରେ ହାଏ ମୁଁ ଗଲିଣି ମରି ….
ହାଏ ରେ ହାଏ ମୁଁ ଗଲିଣି ମରି ….
ହାଏ ରେ ହାଏ ମୁଁ ଗଲିଣି ମରି ….
ହାଏ ରେ ହାଏ ମୁଁ ଗଲିଣି ମରି ….
କେମିତୀ ଏ ଆକର୍ଷଣ ପାଣିରୁ ପବନ ଯାଏଁ
ସବୁବେଳେ ଖୋଜୁ ଥାଏ ”ଖାସ କିଛି ନାହିଁ କାରଣ …..
କେମିତୀ ଏ ଆକର୍ଷଣ” ମାଟିରୁ ମହକ ଯାଏଁ
ମନଖାଲୀ ତୋତେ ଚାହେଁ ”ମାନୁ ନାହିଁ କିଛି ବାରଣ
ତୁ ମୋତେ ଟିକେ ଚୁଇଁଚୁ ..ମୁଁ ତୋତେ ଟିକେ ଚୁଇଁଚି ..
ତୁ ମୋତେ ଟିକେ ଚାହିଁଲୁ ” ମୁଁ ତୋତେ ଟିକେ ଚାହିଁଲି ..
ଏଇ ଟିକେ ଚାଁହିଁ ବଟା ବୋଧେ ମୋତେ ମରିସାରିଲାଣି ଅଧେ
ଛୁଇଁ ଦେ ତୁ ନିଶ୍ବସ ମୋ ଆସିବ ଫେରୀ ……
ହାଏ ରେ ହାଏ ମୁଁ ଗଲିଣି ମରି ….
ହାଏ ରେ ହାଏ ମୁଁ ଗଲିଣି ମରି ….
ହାଏ ରେ ହାଏ ମୁଁ ଗଲିଣି ମରି ….
ହାଏ ରେ ହାଏ ମୁଁ ଗଲିଣି ମରି ….
ହୋ ……………ହୋ ……………ହୋ ……………
କେମିତି ଏ ସବୁ ସ୍ୱପ୍ନ ରାତିରୁ ସକାଳ ଯାଏଁ .
ତୋସାଥିରେ ବୁଲୁ ଥାଏ ଖୋଜି ହୁଏ ପ୍ରେମ ତୋରଣ
କେମିତି ଏମିଠା ମନ ସଂଞ୍ଜରୁ ସକାଳ ଯାଏଁ
ମୋ ଛାତିରେ ଲୁଚି ଥାଏ ”ବୁଝେ ନାହିଁ କିଛି କାରଣ
ତୁ ମୋତେ ମନ ଦେଇନୁ ମୁଁ ତୋତେ ମନ ଦେଇନି
ତୁ ମୋତେ ଟୀକେ ଭାବିଲୁ ମୁଁ ତୋତେ ଟିକେ ଭାବିଲି
ଏଇ ଟୀକେ ଭାବିବାଟା ବୋଧେ ମୋତେ ମାରି ସାରିଲାଣି ଅଧେ …
ଛୁଇଁ ଦେ ତୁ ନିଶ୍ବସ ମୋ ଆସିବ ଫେରୀ ……
ହାଏ ରେ ହାଏ ମୁଁ ଗଲିଣି ମରି ….
ହାଏ ରେ ହାଏ ମୁଁ ଗଲିଣି ମରି ….
ହାଏ ରେ ହାଏ ମୁଁ ଗଲିଣି ମରି ….
ହାଏ ରେ ହାଏ ମୁଁ ଗଲିଣି ମରି ….

Music – Prem Anand
Lyrics- Subrat Swain
Singer-Humane Sagar & Diptirekha Padhi

2 thoughts on “Hai Re Galini Mari lyrics Humane Sagar & Diptirekha Padhi Biju Babu

Leave a Reply

This site uses Akismet to reduce spam. Learn how your comment data is processed.

Top
error: Content is protected !!