You are here
Home > Odia lyrics > Lalpan Bibi lyrics Champion Archita Asima Panda

Lalpan Bibi lyrics Champion Archita Asima Panda

♪ Singers- Asima Panda
♪ Lyrics- Dr Nirmal Nayak
♪ Music- Baidyanath Dash

Banner –Dongyue Entertainment
Story/ Screenplay/Direction – K. Murli Krishna
Music Director – Baidyanath Dash
Lyrics – Dr Nirmal Nayak, Arun Mantri, Bapu Goswami,Saranarabinda
Producer- N. Gangadhar Reddy, P.Deepti Rani
Dialogue – Dr. Rajani Ranjan
DOP – Dhrubananda Panda
Editor – Ranjan Khatei
Choreography – Rakesh Das, Lubun-Tubun, Raju Sarbhaiya


 odia lyrics

କୋଉଠି ଥୋଇବି ଲହୁଣୀ ବୟସ କାହାର ହେବି ରାଣୀ
ପାଗଳ କଲାଣି ନିକମା ଓଢ଼ଣୀ କୁଆଡ଼େ ନିଏ ଟାଣୀ
କୋଉଠି ଥୋଇବି ଲହୁଣୀ ବୟସ କାହାର ହେବି ରାଣୀ
ପାଗଳ କଲାଣି ନିକମା ଓଢ଼ଣୀ କୁଆଡ଼େ ନିଏ ଟାଣୀ
ଭଦ୍ରକ ବୁଲି ଗଲି କଟକ ଘାଣ୍ଟି ଦେଲି କହିଲି ନୂଆସେ ଦେବି
ପୁରୀରେ ଭାଙ୍ଗ ଆମ ମୋପଛେ ସବୁ ବାୟା ହାୱ ମୁଁ କୁଆଡ଼େ ଯିବି ……
ହୋଏ ବେବି ନାଁ ଟା କଣ କହୁନ …
ଓ ବେବି..ଓ ବେବି…ଓ ବେବି
ମୁଁ ବେବି..ବେବି… ବେବି ନୁହେଁ ନାଲ୍ ପାନ୍ ବିବି
ମୁଁ ବେବି..ବେବି… ବେବି ନୁହେଁ ନାଲ୍ ପାନ୍ ବିବି
ମୁଁ ନାଲ୍ ପାନ୍ ବିବି ……ମୁଁ ନାଲ୍ ପାନ୍ ବିବି…. ମୁଁ ନାଲ୍ ପାନ୍ ବିବି
ଦେଖେ ଯିଏ ଦେଖ ଆଖି ତୀର ଚୋଖେ ହାତ ଠାରି ଡ଼ାକେ
ଛାତି ତଳେ ନାଁ ମୋର ଲେଖେ
ଛାଁକେ ସବୁ ଛାଁକେ ଆସିବାର ପାଖେ କହୁ ଛନ୍ତି ଲୋକେ
ହସିଲେ ମୁଁ ଫୁଲ ଝରେ ଲକ୍ଷେ ..
ଗଲି ମୁଁ ବର ଗଡ଼ ରସିଆ ଲଡ ବଡ଼
ମୋପାଇଁ ହେଲେ ସରାବି
ସମ୍ବଲ ପୁରୁ ପିଲା ମହନୀ ଲଗେଇ ଦେଲା
ମାଗିଲା ମନର ଚାବି ……ବି….ଵୀ
କେନୁ ଯାଇଛୁ ତୋର ନାଟା କନ୍ ରେ ବେବି
ଓ ବେବି..ଓ ବେବି…ଓ ବେବି
ମୁଁ ବେବି..ବେବି… ବେବି ନୁହେଁ ନାଲ୍ ପାନ୍ ବିବି
ମୁଁ ବେବି..ବେବି… ବେବି ନୁହେଁ ନାଲ୍ ପାନ୍ ବିବି
ମୁଁ ନାଲ୍ ପାନ୍ ବିବି ……ମୁଁ ନାଲ୍ ପାନ୍ ବିବି…. ମୁଁ ନାଲ୍ ପାନ୍ ବିବି

♪ Singers- Asima Panda
♪ Lyrics- Dr Nirmal Nayak
♪ Music- Baidyanath Dash

One thought on “Lalpan Bibi lyrics Champion Archita Asima Panda

Leave a Reply

This site uses Akismet to reduce spam. Learn how your comment data is processed.

Top
error: Content is protected !!