You are here
Home > Odia Lyrics List > Tamaku Dekhini Kichhi Dina Hela Lyrics Humane Sagar

Tamaku Dekhini Kichhi Dina Hela Lyrics Humane Sagar

Tamaku Dekhini Kichhi Dina Hela Humane Sagar
Song : Tamaku Dekhini Kichhi Dina Hela
Singer : Humane Sagar
Lyrics : Arun Mantri
Music : Asad Nizam
Starring : Aswini, Prerana
Editting, DI, Screenplay & Direction : IDOL ODISHA Team
DOP : Prasanna Ji
Managing Team : Uttam, Santosh & Milan(IDOL ODISHA)
Lights,Camera Assistant : Panchu Production


ତୁମକୁ ଦେଖିନି କିଛି ଦିନହେଲା
କଥାମୁ କହିନୀ କିଛିଦିନହେଲା
ତୁମକୁ ଦେଖିନି କିଛି ଦିନହେଲା
କଥାମୁ କହିନୀ କିଛିଦିନହେଲା
ଜାଣେନା କୋଉଠି ତୁମେ ଗଲ ଲୁଚି
ଜାଣେନା କାହିଁକି ତୁମେ ଗଲ ରୁଷି
ଏକା କରିଦେଲ କାହିଁ କିଛିତ ” ଭୁଲ ନଥିଲା …………….
ତୁମକୁ ଦେଖିନି କିଛି ଦିନହେଲା
କଥାମୁ ହେଇନି କିଛିଦିନହେଲା …….
…………………………..
ଆଜି କାଇଁ ତମେ ବେଶୀ ପଡ଼ୁଛ ମନେ
ମୋକଥା ମାନେକିବା ପଡୁନି ଦିନେ
ପ୍ରତିଦିନତମ ସ୍ମୃତି ସକାଳ ଆଣେ ..
ମୋ ହାତଧରି ତମ ଆଡ଼କୁ ଟାଣେ
ଜାଣେନା କେମିଟି ଆଜି ତମେ ଅଛ
ସେମିତି ଅଛନାକିଛି ବଦଳିଚ …..
ହାତଛାଡି ଗଲ କାହିଁ ବାଟତ ଭୁଲ ନଥିଲା
ତୁମକୁ ଦେଖିନି କିଛି ଦିନହେଲା
କଥାମୁ ହେଇନି କିଛିଦିନହେଲା
ଯୁଆଡ଼େ ମୁଁ ଯାଏ ଆଜି ତୁମକୁ ଖୋଜେ
ତୁମରି ପାଇଁ ମନ ବଂଜାର ସାଜେ ….
ତମରି ଏ ନୀରବତା ଛାତିକୁ ବଧେ
ଲାଗୁଛି ହେଇ ଯିବି ପାଗଳ ବୋଧେ
ତମେ ଯଦି ଯାଅ କେବେ ଦେଖା ହେଇ
ଚିନିବ ନ ଛିଂଣିବା ନଦେଖନାହିଁ
ଅଟେ ଲୁହ ଦେଲ କାହିଁ ଆଖିର ଭୁଲ ନଥିଲା
ତୁମକୁ ଦେଖିନି କିଛି ଦିନହେଲା
କଥାମୁ ହେଇନି କିଛିଦିନହେଲା

Song : Tamaku Dekhini Kichhi Dina Hela
Singer : Humane Sagar

 

Leave a Reply

This site uses Akismet to reduce spam. Learn how your comment data is processed.

Top
error: Content is protected !!