You are here
Home > Odia Lyrics List > Tu Bikala Habu Prema tike Pain lo lyrics

Tu Bikala Habu Prema tike Pain lo lyrics

Song : Tu Bikala Habu Prema Pain..
Singer : Humane Sagar
Lyrics : Pinkun Jena.
Music Director : Jeet Baral – (9861111097)
Recorded At : Shaktiswara Mohapatra (MRR studio)
Video Edit & Studio Version : Debashis Moharana
Banner : Santilata Production, Dhenkanal
Producer : Chitta Ranjan Sahu


Odia Lyrics

ହୋ…….ହୋ …….ହୋ….

ତୋ ସ୍ୱେନ୍ଥୀର ସିନ୍ଦୁର ଆଜି ଟାଣି ଦେଲାଲୋ ….
ଲକ୍ଷ୍ଣଣ ଗାର …
ଆଉ ନାହିଁ ମୋର ଅଧିକାର ତୋତେ କହିବାକୁ ତୁ ମୋର ..
ଆଉ ନାହିଁ ମୋର ଅଧିକାର ତୋତେ କହିବାକୁ ତୁ ମୋର ..
ସ୍ଵାର୍ଥପାଈଁ ହୂରଦ୍ୱୟ ମୋ ଭାଂଗିଲୁ ସିନା ..
ତୋସାଥୀ କରିବ କାଲି ତୋ ମନ ଚୁନା .
ଭିତରେ ଭିତରେ କାନ୍ଦି ଜଳି ବୁଲୋ …
ତୁ ବିକଳ ହବୁ ..ବିକଳ ହବୁ ପ୍ରେମ ଟିକେ ପାଈଁ ଲୋ
ତୁ ବିକଳ ହବୁ ..ବିକଳ ହବୁ ପ୍ରେମ ଟିକେ ପାଈଁ ଲୋ
ତୁ ବିକଳ ହବୁ ..ବିକଳ ହବୁ ପ୍ରେମ ଟିକେ ପାଈଁ ଲୋ
ତୁ ବିକଳ ହବୁ ..ବିକଳ ହବୁ ପ୍ରେମ ଟିକେ ପାଈଁ ଲୋ
ଏତେ ଭଲ ପାଇ କିବି ହେଲୁନି ତୁ ମୋର
କେମିତି କିଏସେ ତୋତେ କରିବ ନିଜର
ସମ୍ପର୍କ ମୂଲ୍ୟ ଯଦି ପାରିଲୁନି ବୁଝୀ
କେମିତୀ ପାଇବୁ କହ କାହା ଠୁତୁ ଖୁସି
ବିଶ୍ଵାସ ସାଥିରେ ମୋର ଖେଳୁଲୁ ଖେଳ
ସେମିତ ଆସିବ କାଲି ତୋରି ବେଳ ..
ଝୁରୀ ଝୁରୀ ଖାଲୀ ମରୁ ଥିବୁ ତୁଲୋ
ତୁ ବିକଳ ହବୁ ..ବିକଳ ହବୁ ପ୍ରେମ ଟିକେ ପାଈଁ ଲୋ
ତୁ ବିକଳ ହବୁ ..ବିକଳ ହବୁ ପ୍ରେମ ଟିକେ ପାଈଁ ଲୋ
ତୁ ବିକଳ ହବୁ ..ବିକଳ ହବୁ ପ୍ରେମ ଟିକେ ପାଈଁ ଲୋ
ତୁ ବିକଳ ହବୁ ..ବିକଳ ହବୁ ପ୍ରେମ ଟିକେ ପାଈଁ ଲୋ
ଜୀବନରୁ ମୋର ସୀନା ଗଲୁ ତୁଲୋ ଚାଲି
ହୂର୍ଦ୍ୱୟରୁ କାଢ଼ି କିବା ପାରିବୁକି ଭୁଲି
ତୋ ସିନ୍ଦୁର ତୋତେ ଯେବେ କରିବଲୋ ଘୁଂର୍ଣ୍ଣା
ଜାଣିବୁ ବଞ୍ଚିବା କେତେ କଷ୍ଟ ପ୍ରେମ ବିନା
ଅନୁତାପ ନିଆଁରେ ଲୋ ତୁ ଜଳିବୁ
ତୋପାଇଁ ମୋ ପ୍ରେମ କେତେ ଥିଲା ବୁଝିବୁ
ଖୋଜି ଲେବି ଯେତେ ପାଇ ବୁ ନାହିଁ ଲୋ ……..
ତୁ ବିକଳ ହବୁ ..ବିକଳ ହବୁ ପ୍ରେମ ଟିକେ ପାଈଁ ଲୋ
ତୁ ବିକଳ ହବୁ ..ବିକଳ ହବୁ ପ୍ରେମ ଟିକେ ପାଈଁ ଲୋ
ତୁ ବିକଳ ହବୁ ..ବିକଳ ହବୁ ପ୍ରେମ ଟିକେ ପାଈଁ ଲୋ
ତୁ ବିକଳ ହବୁ ..ବିକଳ ହବୁ ପ୍ରେମ ଟିକେ ପାଈଁ ଲୋ

One thought on “Tu Bikala Habu Prema tike Pain lo lyrics

Leave a Reply

This site uses Akismet to reduce spam. Learn how your comment data is processed.

Top
error: Content is protected !!